ଚିତା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ : ଜଣେ ପାଇଲଟ୍‌ ମୃତ ଆଉ ଜଣେ ଆହତ

ନୂଆଦିଲ୍ଲୀ: ଆଜି ଅରୁଣାଚଳ ପ୍ରଦେଶର ତୱାଙ୍ଗ୍‌ ଅଞ୍ଚଳ ନିକଟରେ ଭାରତୀୟ ସେନା ବାହିନୀର ଗୋଟାଏ ଚିତା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିବା କଥା ସେନା ଅଧିକାରୀମାନେ କହିଛନ୍ତି। ଆହତ ଅବସ୍ଥାରେ ପାଇଲଟ୍‌ ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ସୌରଭ ଯାଦବଙ୍କର ମୃତ୍ୟୁ ହୋଇଯାଥିବା ବେଳେ ଆହତ ସହକାରୀ ପାଇଲଟ୍‌ଙ୍କର ଚିକିତ୍ସା ଚାଲିଛି। ସଂଗୃହୀତ ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ୧୦ଟା ବେଳେ ନିୟମିତ ରୁଟିନ୍‌ ଅନୁଯାୟୀ ଅଳ୍ପ ସମୟ … Continue reading ଚିତା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ : ଜଣେ ପାଇଲଟ୍‌ ମୃତ ଆଉ ଜଣେ ଆହତ